ଆଜିକାଲି ଚିତ୍ର 🇮🇳

ଆଜି ସକାଳେ ଆମ ସ୍କୁଲର ଛୁଆମାନେ ଜାତୀୟ ପତାକା ହାତରେ ଧରି ସ୍ୱାଧୀନତା ଦିବସ ଅବସରରେ ରାଲି କଲେ। ସମସ୍ତଙ୍କ ମୁହଁରେ ଥିଲା ଉତ୍ସାହ ଓ ଗର୍ବ। ଏହି ଦୃଶ୍ୟ ଦେଖି ଅଭିମାନ ଲାଗିଲା – ଏମାନେ ହିଁ ଆମର ଭବିଷ୍ୟତ! 🇮🇳✨

#SwatantrataDibas #SchoolRally #ProudToBeIndian #BuluCreator


Comments

Popular posts from this blog

Shree Krishna Janmashtami – The Festival of Love, Devotion & Dharma

ରଙ୍ଗୀନ ଘର ଗଛମଝିରେ//The Path to Simplicity